ପରେ ଘଟଣାସ୍ଥଳରେ ପଟ୍ଟାଙ୍ଗି ପୋଲିସ ପହଞ୍ଚି ରାସ୍ତା ଜାମକୁ ନିୟନ୍ତ୍ରଣ କରିଥିଲେ। ଡ୍ରାଇଭର ହେଲପରକୁ ଆମ୍ବୁଲନ୍ସ ମାଧ୍ୟମରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡ଼ିଛି।
ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ୩ଘଣ୍ଟା ଏନ୍ଏଚ୍ ବନ୍ଦ

ଅର୍ଗସ ବ୍ୟୁରୋ: ବିଶାଖାପାଟଣା ଠାରୁ କୋରାପୁଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗ୍ୟାସ ଗାଡି ଓଲଟି ରାସ୍ତା ଯାମ ହୋଇ ରହିଥିଲା। ଏହି ଘଟଣା ପରେ ବିଶାଖାପାଟଣାକୁ ଯାତାୟାତ କରୁଥିବା ଗାଡି ଗୁଡ଼ିକ ଦୀର୍ଘ ୩ରୁ ୪ ଘଣ୍ଟା ରାସ୍ତା ଜାମ ହୋଇଥିଲା
Download Argus News App
