ସେହି ସମୟରେ ଅନେକ ଲୋକ ଏକତ୍ରିିତ ହୋଇଥିଲେ। ରଙ୍ଗବତୀ ଗୀତିକାର କ୍ରୀଷ୍ଣା ପଟେଲ ପଦ୍ମଶ୍ରୀ ପାଇ ମନୋନୀତ ପରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ମାଁ ସମଲେଶ୍ଵରୀଙ୍କ ଦର୍ଶନ କଲେ ପଦ୍ମଶ୍ରୀ କ୍ରିଷ୍ଣା ପଟେଲ । ରଙ୍ଗବତୀ ଗୀତିକାର କ୍ରୀଷ୍ଣା ପଟେଲ ପଦ୍ମଶ୍ରୀ ପାଇ ମନୋନୀତ ପରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କୁ ଦର୍ଶନ କରିଛନ୍ତି । ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ମଧ୍ୟ କ୍ରୀଷ୍ଠା ପଟେଲଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଦେବା ସହ ଭାଗବତ ଗୀତା ଦେଇ ସମ୍ଵର୍ଦ୍ଧିତ କରିଛନ୍ତି ।
ସେହି ସମୟରେ ଅନେକ ଲୋକ ଏକତ୍ରିିତ ହୋଇଥିଲେ। ରଙ୍ଗବତୀ ଗୀତିକାର କ୍ରୀଷ୍ଣା ପଟେଲ ପଦ୍ମଶ୍ରୀ ପାଇ ମନୋନୀତ ପରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।