ଆଜି ମଧ୍ୟ ବିଜେପି ପକ୍ଷରୁ ପ୍ରକାଶ ପାଇବ ଇସ୍ତାହାର । ସେପଟେ ୧୨୬ ସରପଞ୍ଚ, ୩୬୫୨ ୱାର୍ଡ ମେମ୍ବର, ୩୨୬ ସମିତି ସଭ୍ୟ ଏବଂ ଜଣେ ଜିଲ୍ଲା ପରିଷଦ ସଭ୍ୟ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ବର୍ତ୍ତମାନ ୬୬୬୭ ସରପଞ୍ଚ ପ୍ରାର୍ଥୀ, ୬୪୬୭ ସମିତି ସଭ୍ୟ ଏବଂ ୮୫୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ମଇଦାନରେ ଭାଗ୍ୟ ପରୀକ୍ଷା କରିବେ । ସେହିଭଳି ୫୫ହଜାର ୩୬୭ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ଲଢିବେ ।