ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ୩୨ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୧୯ଟି ଚିହ୍ନ ରହିଛି । ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି । ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢ଼ିବେ ଜିଲ୍ଲା ପରିଷଦ ଆସନ।
ସେପଟେ ଭୋଟ ପୂର୍ବରୁ ଓବିସି ସଂରକ୍ଷଣ ପାଇଁ ବିଜେପି ଦାବି କରିଛି। ଏ ନେଇ ଦଳ ଗତକାଲି ଉଭୟ ରାଜ୍ୟପାଳ ଓ ନିର୍ବାଚନୀ କମିଶନରଙ୍କୁ ଭେଟିଥିଲା।