କିନ୍ତୁ ଆଜି ପର୍ଯ୍ୟନ୍ତ ବାରମ୍ବାର ଦାବି ପରେ ବି ଅଙ୍ଗାର ଗାଁ ପଞ୍ଚାୟତରେ କେହି କର୍ଣ୍ଣପାତ କରୁନଥିବା ବେଳେ ଆଜି ମହିଳା ସଂଘଠନ ପକ୍ଷରୁ ପଞ୍ଚାୟତ ମୁଖ୍ୟ କାର୍ଯ୍ୟକ୍ରମ ସମ୍ମୁଖରେରେ ତାଲା ପକାଇ ଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ପଞ୍ଚାୟତକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣ ମାନେ ବହୁ ସମୟ ଧରି କାର୍ଯ୍ୟଳୟ ବାହାରେ ଅପେକ୍ଷା କରି ବସିଥିବା ଜଣାପଡ଼ିଛି ।
ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକାଇଲେ ମହିଳା ସଙ୍ଘ କର୍ମକର୍ତ୍ତା

ବ୍ରହ୍ମପୁର: ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ବାବଦରେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ସହ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ କର୍ମଜୀବି ସହ ସେମାନଙ୍କ ଋଣ ପ୍ରଦାନ କାର୍ଯ୍ୟକ୍ରମ ର ସମସ୍ତ ବ୍ୟବସ୍ଥା ହୋଇଛି। ଏଗୁଡ଼ିକ କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇ ସେଠାରେ ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
Download Argus News App
