ଭୁବନେଶ୍ଵର: ରାଉରକେଲା ଇସ୍ପାତ୍ କାରଖାନାରେ ଦୁର୍ଘଟଣାରେ ରାଜ୍ୟ ବିଜେପିରେ ନେତୃବୃନ୍ଧ ଶୋକ ପ୍ରକାଶ କରିଛନ୍ତି। ଏ ନେଇ ସମସ୍ତେ ଟ୍ଵିଟ କରିଛନ୍ତି।
Deeply saddened to learn of the gas leak at Rourkela Steel Plant in Odisha. My condolences to the bereaved families & prayers for the departed souls. Prayers also for the speedy recovery of those admitted in hospital.
Om Shanti 🙏🙏 — Baijayant Jay Panda (@PandaJay) January 6, 2021
ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଓଡିଶାର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ବିଷୟରେ ଜାଣି ଅତ୍ୟନ୍ତ ଦୁଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଏବଂ ବିଦାୟ ପ୍ରାପ୍ତ ଆତ୍ମାଙ୍କ ପାଇଁ ପ୍ରାର୍ଥନା। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି।
ରାଉରକେଲା ଷ୍ଟିଲ ପ୍ଲାଣ୍ଟ କୋଲ କେମିକାଲ ବିଭାଗରେ ଗ୍ୟାସ ଲିକ୍ ଯୋଗୁଁ କିଛି ଶ୍ରମିକ ଆହତ ଓ କିଛି ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ମୃତ୍ୟୁ ହୋଇଥିବା ଶ୍ରମିକ ମାନଙ୍କର ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।
ॐ ଶାନ୍ତି 🙏 — Pradipta Kumar Naik (@pradiptanaikbjp) January 6, 2021
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ କୋଲ କେମିକାଲ ବିଭାଗରେ ଗ୍ୟାସ ଲିକ୍ ଯୋଗୁଁ କିଛି ଶ୍ରମିକ ଆହତ ଓ କିଛି ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ମୃତ୍ୟୁ ହୋଇଥିବା ଶ୍ରମିକ ମାନଙ୍କର ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି । ଏବଂ ମେଡ଼ିକାଲରେ ଚିକିତ୍ସାଧିନ ଆହାତ ଶ୍ରମିକ ମାନଙ୍କର ଆଶୁ ଆରୋଗ୍ୟ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛିl
ରାଉରକେଲା ଇସ୍ପାତ୍ କାରଖାନାରେ ଦୁର୍ଘଟଣାଗ୍ରସ୍ତ କର୍ମଚାରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି — Samir Mohanty (@SamirMohantyBJP) January 6, 2021
ସେହିପରି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଉରକେଲା ଇସ୍ପାତ୍ କାରଖାନାରେ ଦୁର୍ଘଟଣାଗ୍ରସ୍ତ କର୍ମଚାରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି ।