ପୂର୍ବରୁ ଏହି ସରକାରୀ ଜମିରେ 17ଟି ପରିବାର ଘର କରି ବସବାସ କରୁଥିଲେ । ଆଗାମୀ ଦିନରେ ଏଠାରେ ଏକ କଲୋନୀ ନିର୍ମାଣ ହେବାକୁ ଥିବାବେଳେ ଜବରଦଖଲ ଉଛେଦ କରାଯାଉଛି । ପ୍ରଶାସନ ପକ୍ଷରୁ ଥଇଥାନ ବ୍ୟବସ୍ଥା କରାନଯାଇ ଜବରଦଖଲ ଉଛେଦକୁ ବିରୋଧ କରାଯାଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଥାନା ସମ୍ମୁଖରେ ଧାରଣା ଓ ପ୍ରତିବାଦ

ବଲାଙ୍ଗୀର: ଜବରଦଖଲ ଉଛେଦକୁ ବିରୋଧ । ଥାନା ସମ୍ମୁଖରେ ଧାରଣା ଓ ପ୍ରତିବାଦ । ପାଟଣାଗଡ଼ NAC 7 ନମ୍ବର ଓ୍ବାର୍ଡ ରାମପାଳିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ କରାଯାଉଛି । ଯାହାକୁ 17ଟି ପରିବାର ପକ୍ଷରୁ ବିରୋଧ କରାଯାଇଛି ।
Download Argus News App
