ଅଧିକ ପଢନ୍ତୁ ଓଡିଶା ଖବର
ମାର୍ଚ୍ଚ ପାଞ୍ଚ ତାରିଖ ଦିନ ଜେଞ୍ଜରା ନିକଟରେ ଯୁବକ ଡିଗେଶ୍ୱର ବିଭାରଙ୍କ ସନ୍ଦେହ ଜନକ ଭାବରେ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରେ ପୋଲିସ ଖବର ପାଇ ମୃତ ଯୁବକର ଶବକୁ ଉଦ୍ଧାର କରି ଯୋଙ୍କ ପୋଲିସ ମାମଲା ରୁଜୁ କରିଥିବା ବେଳେ ଆଜି ସୁଦ୍ଧା ପୀଡ଼ିତ ପରିବାରକୁ ନ୍ୟାୟ ନମିଳିଥିବାରୁ ଆଜି ଯୋଙ୍କ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ପୀଡ଼ିତ ପରିବାର ଏବଂ ଗ୍ରାମବାସୀ।