ତେବେ ପୋଲିସକୁ ଦେଖି ଗଞ୍ଜେଇ ଭର୍ତ୍ତି ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲେ । ଗାଡିରୁ ବିପୁଳ ପରିମାଣର ପରିମାଣର ଗଞ୍ଜେଇ ଜବତ କରିଛି ଜଙ୍କିଆ ଥାନା ପୋଲିସ । ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।
ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଡିପଡା ଟୋଲ ଗେଟ ନିକଟରୁ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ ଜବତ ହୋଇଛି ।
Download Argus News App
