ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ବେଆଇନ ଗାଈ ବୋଝେଇ ପିକଅପ ଭ୍ୟାନ ଜବତ, ୬ଟି ଗାଇ ଉଦ୍ଧାର

ଅର୍ଗସ ବ୍ୟୁରୋ: ଆନନ୍ଦପୁର ଉପଖଣ୍ଡ ଷଡଙ୍ଗୀ ଛକ ନିକଟରୁ ବିଳମ୍ବିତ ରାତିରେ ଦୁଇଟି ବେଆଇନ ଗାଈ ବୋଝେଇ ପିକଅପ ଭ୍ୟାନ ଜବତ ହୋଇଛି । ଅନେକ ସମୟରେ ଗାଈ ଚୋରାଚାଲାଣର ଅଭିଯୋଗ ହେଉଥିବା ବେଳେ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଗାଡ଼ିରେ ଥିବା ୬ ଟି ଗାଈଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯିବା ସହ ଦୁଇ ଜଣ ଡ୍ରାଇଭରଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।
Download Argus News App
