କୋଇଲା ଗାଡ଼ିଟି ଧାମରା ରେଳ ପଥ ଯିଶିପୁର ଅଂଚଳରୁ ବାହାରି ଚାନ୍ଦବାଲି ଆସୁଥିବା ସମୟରେ ଚାନ୍ଦବାଲି ପୋଲିସ ଖବର ପାଇ ଚୋରା କୋଇଲା ଗାଡ଼ିକୁ ଚାନ୍ଦବାଲି ବିନିତରା ଛକ ନିକଟରେ ଗାଡ଼ିଟିକୁ ଧରିଥିଲେ । ଗାଡ଼ିକୁ ଧରିବା ପରେ ଚାଳକ ଫେରାର ହୋଇଥିବା ସୂଚନା ମିଳିଛି, ଏଥିନେଇ ଚାନ୍ଦବାଲି ଥାନାରେ ମାମଲା ରୁଜୁ କରାଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।