ଗଜପତି ମୋହନାରେ ସ୍ବାଧୀନତା ଦିବସ ପାଳିତ
ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ, ମେ’ 16 ରେ ପଡିବ ଭୋଟ

ଅର୍ଗସ ବ୍ୟୁରୋ: ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ। ମେ’ 16 ରେ ହେବ ପିପିଲି ଉପନିର୍ବାଚନ ହେବ। ମେ’19 ରେ ଫଳାଫଳ ବାହାରିବ। ଏ ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପୂର୍ବରୁ ନିର୍ବାଚନୀ ତାରିଖରେ ପରିବତ୍ତର୍ନ ହୋଇ ମେ’ 13ରେ ନିର୍ବାଚନ ହେବାର ଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିବାରୁ ଏହି ତାରିଖରେ ପ୍ରଥମେ ପରିବତ୍ତର୍ନ ହୋଇଥିଲା।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
