ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁମାନେ କି ପିପିଲି ଉପ ନିର୍ବାଚନର ପ୍ରଚାର କାର୍ଯ୍ୟରେ ବିଭିନ୍ନ ସମୟରେ ପିପିଲି ଗସ୍ତ କରିବେ।
ପିପିଲି ଉପ ନିର୍ବାଚନ, ଜନତା ପାର୍ଟି ପକ୍ଷରୁ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରସ୍ତୁତ

ପୁରୀ: ପ୍ରକାଶ ଥାଉ କି କୋଭିଡ୍ କାରଣରୁ ପିପିଲି ନିର୍ବାଚନ ସ୍ଥଗିତ ରହିଥିଲା। ଚଳିତ ମାସ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ କୋଭିଡ୍ କଟକଣା କାରଣରୁ ଷ୍ଟାର୍ ପ୍ରଚାରକ କ୍ଷେତ୍ରରେ ବି କାଣ୍ଟଛାଣ୍ଟ୍ କରିଛନ୍ତି।
Download Argus News App
