କରୋନା କାରଣରୁ ସ୍ଥଗିତ ରହିଥିଲା ପିପିଲି ଉପନିର୍ବାଚନ। ୨୦ ତାରିଖରୁ ପ୍ରଚାର ଆରମ୍ଭ ହେବ। ୭୨ ଘଣ୍ଟା ପୂର୍ବରୁ ପ୍ରଚାର ସରିବ। ମଇଦାନରେ ଅଛନ୍ତି ୧୦ ପ୍ରାର୍ଥୀ। ୭ ଦଳିୟ ପ୍ରାର୍ଥୀ,୩ ସ୍ୱାଧୀନ ପ୍ରାର୍ଥୀ।
ପିପିଲି ସହିତ ପଶ୍ଚିମବଙ୍ଗର 3 ଟି ଆସନ ପାଇଁ ଉପନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ ।