ଓଡିଶା ଖବର ଆହୁରି ପଢ଼ନ୍ତୁ ।
୧୫ ଦିନଯାଏ ଚାଲିବ ଶ୍ରାଦ୍ଧ

ଅର୍ଗସ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ସନାତନ ହିନ୍ଦୁଧର୍ମରେ ପିତୃପକ୍ଷ ବା ଶ୍ରାଦ୍ଧର ବେଶ୍ ମହତ୍ବ ରହିଛି । ଏହା ୧୫ ଦିନଯାଏ ଚାଲିଥାଏ ଯାହା ଚଳିତ ବର୍ଷ ସେପ୍ଟେମ୍ବର ୨୫ରେ ଶେଷ ହେବ । ଏହି ସମୟରେ ହିନ୍ଦୁମାନେ ସେମାନଙ୍କର ପରଲୋକଗତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଏହି ଅବସରରେ ୟୂପିର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଦେଶର ବିଭିନ୍ନ ସ୍ଥାନରୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଲୋକମାନେ ଆସି ପହଂଚିଛନ୍ତି ।
Download Argus News App
