ମାଟ୍ରିକରେ ଚଳିତ ବର୍ଷ ସମ୍ମେଟିଭ ପ୍ରକ୍ରିୟାରେ ପରୀକ୍ଷା କରାଯାଉଛି, ଆଗାମୀ ବର୍ଷ ଏହି ପ୍ରକ୍ରିୟାରେ ପରୀକ୍ଷା ହେବ କି ନାହିଁ, ଫଳ ପ୍ରକାଶ ପରେ ସେନେଇ ନିଷ୍ପତି ନିଆଯିବ।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ
ଭୁବନେଶ୍ୱର: ମାର୍ଚ୍ଚ 10ରେ ମାଟ୍ରିକ ସମ୍ମେଟିଭ 2 ଏବଂ ମାର୍ଚ୍ଚ 1 ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏନେଇ ବୋର୍ଡ ଏବଂ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ସମସ୍ତ ଅନୁସଙ୍ଗିକ ବ୍ୟବସ୍ତା ଗ୍ରହଣ କରଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ ନେଇ ପରୀକ୍ଷାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି |
ମାଟ୍ରିକରେ ଚଳିତ ବର୍ଷ ସମ୍ମେଟିଭ ପ୍ରକ୍ରିୟାରେ ପରୀକ୍ଷା କରାଯାଉଛି, ଆଗାମୀ ବର୍ଷ ଏହି ପ୍ରକ୍ରିୟାରେ ପରୀକ୍ଷା ହେବ କି ନାହିଁ, ଫଳ ପ୍ରକାଶ ପରେ ସେନେଇ ନିଷ୍ପତି ନିଆଯିବ।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ