ଜୁନ୍ ୨ରୁ ୧୨ ଯାଏ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବାକୁ ଥିବା ବେଳେ, ଜୁନ୍ ୧୩ରୁ ୨୨ଯାଏ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ କରାଯିବ। ମେ ୩୧ରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪ରେ କରିବାକୁ ନିଷ୍ପତ୍ତି ନିଆଯାଇଛି। କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ, ବିଜ୍ଞାନର ଗଣିତ ପରୀକ୍ଷା ଘୁଞ୍ଚିଛି।
ସୂଚନା ଥାଉ କି ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ତେଣୁ ପରୀକ୍ଷାକୁ ଜୁନ ୪କୁ ଘୁଞ୍ଚାଇଯାଇଛି। ସେହିପରି ଜୁନ ୩ରେ ଭୋଟ ଗଣତି ହେବ।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ ।