ବଲାଙ୍ଗୀର ଏସପି ନୀତିନ କୁସଲକର ଅପରେସନର ନେତୃତ୍ବ ନେଇଥିବା ବେଳେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଗୁଳି ବିନିମୟ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।
ସ୍ଥାନୀୟ ଅଞ୍ଚଳରେ ଭୟର ବାତାବର
କୃଷକ ବଜାର ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ : କୃଷକ ବଜାରକୁ ଲାଗି ରହିଥିବା ପାଣି ଟାଙ୍କି ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମହିଳା ଜଣଙ୍କ ବୟସ ପାଖାପାଖି ୩୦ ବର୍ଷ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇନଥିବା ଜଣା ପଡ଼ିଛି । ବଡ଼ କଥା ହେଉଛି କି ୮୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରୁ ଏକ ଲେଡିଜ୍ ଚପଲ, ଭ୍ୟାନିଟି ବ୍ୟାଗ, ବିଷ ବୋତ
Download Argus News App
