ଦାଦନ ଚାଲାଣ ପାଇଁ ଆସିଥିବା ସନ୍ଦେହରେ ୫ ଅଣ ଓଡିଆ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଏନେଇ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଏହି ଅଂଚଳରୁ ହଜାର ହଜାର ସଂଖ୍ୟାରେ ଦାଦନ ଚାଲାଣ ଆରମ୍ଭ ହୋଇଥିବା ବେଳେ ବହିନା ଦେବା ପାଇଁ ଆସିଥିବା ସନ୍ଦେହ କରାଯାଇଛି । ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଜଣାପଡିଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଲଜରେ ପୋଲିସର ଚଢ଼ାଉ, ୮୦ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର : ଲଜରେ ପୋଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିବା ସହ ୫ ଅଣ ଓଡିଆଙ୍କୁ ଅଟକ ରଖିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜରେ ଏହି ଚଢାଉ ହୋଇଥିବା ସୁଚନା ।
Download Argus News App
