ଏହି ଘଟଣା ଭୋର 5 ଟା ରୁ 5.30 ମଧ୍ୟରେ ଘଟିଥିବା ସୂଚନା ମିଳିଛି ଏହି ଦୁର୍ଘଟଣା ରେ ପୋଲିସ ପିସିଆର ଗାଡ଼ିରେ ଥିବା ସମସ୍ତ 4 କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ସମସ୍ତଙ୍କୁ ବୁର୍ଲା ଭୀମସାର ରେ ଚିକିତ୍ସା କରାଯାଉଥିବା ବେଳେ ପିସିଆର ଗାଡିର ଡ୍ରାଇଭର ର ଅବସ୍ଥା ସଂକଟାପର୍ଣ ରହିଛି। ତେବେ ଦୁର୍ଘଟଣା ଟି କେଉଁ ପରିସ୍ଥିତିରେ ହୋଇଛି ତାହା ଜଣାପଡ଼ିନାହିଁl
ଓଡିଶା ଖବର ଆହୁରି ପଢନ୍ତୁ