ଅର୍ଗସ ପ୍ରେସ୍କ୍ରିପ୍ସନ : ନର୍ମାଲ ଡେଲିଭରି ପାଇଁ ଟିପ୍ସ
ରାଜନୈତିକ ହିଂସା; ବିଜେଡ଼ି-ବିଜେଡ଼ି ମୁହାଁମୁହିଁ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ପୁଣି ରାଜନୈତିକ ହିଂସା। ଅସନ୍ତୁଷ୍ଟ ବିଜେଡ଼ି କର୍ମୀଙ୍କ ମାଡ଼ରେ ବିଜେଡ଼ି କର୍ମୀ ଆହତ। ଆଜି କେଦାରପୁର ପଞ୍ଚାୟତର ଶେରପୁରଠାରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ପ୍ରବେଶ କରେଇ ନ ଦେବାରୁ ଏହିଭଳି ଘଟଣା ଘଟିଛି । ଆହତକର୍ମୀ ଜଣକ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ସ୍ଥାନୀୟ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।
Download Argus News App
