ଗୋଟିଏ ପରେ ରାଜ୍ୟରେ ଭୀଷଣ ଖରା ହେଉଥିବାବେଳେ ଏଠି ଜଳକଷ୍ଟ। ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଯାହା ଚିନ୍ତାର କାରଣ ପାଲଟିଛି।ଏଭଳି ପରିସ୍ଥିତି ରାଜ୍ୟରେ ନୂଆ ନୁହେଁ ସତ। କିନ୍ତୁ ବାରମ୍ୱାର ଏଭଳି ପରିସ୍ଥିତି ଉପୁଜୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କପିଳା ପଂଚାୟତ ରାହାଁସ ଗାଁରେ ଜଳକଷ୍ଟ। ଗାଁର ନଳକୂପରୁ ବାହାରୁଛି ଗୋଳିଆ ଓ ଆଇରନ୍ ମିଶା ପାଣି । ଯାହା ପିଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ । ମାତ୍ର ଏହି ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଫଳରେ ଅନେକ ସମୟରେ ରୋଗରେ ପଡୁଛନ୍ତି। ତୁରନ୍ତ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।