ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ଜୁଲୁମ କରୁଛି । ପୋଲିସ ପ୍ରଶାସନ ହଇରାଣ କରୁଛନ୍ତି । ୩୦ କି.ମି ଦୂରରେ ଅଟକାଇ ୪୦ ହଜାର ଏବଂ ୫୦ ହଜାର ଟଙ୍କା ମାଗୁଛନ୍ତି ନଦେଲେ ମାଡ଼ ମାରୁଛନ୍ତି । ୩ ଟ୍ରକ୍ ଆଳୁ ୟୁପିରୁ ଆସି ସାରିଛି । ପଶ୍ଚିମବଙ୍ଗ ସରକାର ଆମ ଆଳୁ ବ୍ୟବସାୟୀଙ୍କୁ ହଇରାଣ କରୁଛି । ଧୀରେ ଧୀରେ ଆମେ ପଶ୍ଚିମବଙ୍ଗ ପରିବର୍ତ୍ତେ ୟୁପିରୁ ଆଳୁ ଆଣିବୁ । ଆମ ରାଜ୍ୟର ସ୍ବାଭିମାନ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...