ସେପଟେ ବହୁଚର୍ଚ୍ଚିତ କାବୁଆ ହତ୍ୟାରେ ମଧ୍ୟ ପ୍ରତାପଙ୍କ ଉପରେ ଅଭିଯୋଗ ହେଉଛି। ଏହାସହ ଦିଲୀପ ସାହୁ ଓ ରାମଚନ୍ଦ୍ର ବେହେରାଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ ହେବାପରେ ମାମଲା ରୁଜୁ ହୋଇଛି। ହତ୍ୟାର ଦଫା, ହତ୍ୟା ଅଭିଯୋଗ ଏବଂ ଅକ୍ରମଣ। ଏତେସବୁ ପରେ ବି କେମିତି ଜନ ବିରୋଧୀ ହୋଇନାହାନ୍ତି ପ୍ରତାପ। କାହିଁକି ବିଜେଡି ନେତା ମୁହଁ ଖୋଲୁ ନାହାଁନ୍ତି। ସାଧାରଣରେ ପ୍ରଶ୍ନ ଉଠୁଛି ପ୍ରତାପଙ୍କ ନାଁରେ ବିଜେଡି କେବେ ନେବ ଆକ୍ସନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: