ସୋମବାରଠୁ ରାଜ୍ୟ ବାହାରକୁ ଗଡବନି ବସ...
ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଟାଟାରେ ଚାକିରୀ ଦେବା ନାରେ ଲକ୍ଷାଧିକ ଟଙ୍କାର ଠକେଇ ମାମଲା । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ଦୀପକ ପଟ୍ଟନାୟକକୁ ଓକିଲ ପ୍ରଦାନ କରିଛନ୍ତି । ଏହି ଦୁଇଟି କେସକୁ ବରିଷ୍ଠ ଆଇନଜୀବୀ କୋର୍ଟରେ ଫାଇଲ କରିଛନ୍ତି ।
ଅନ୍ୟପଟେ ମହାମାରୀ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର କୋର୍ଟକୁ ନ ଆଣି ଭୁବନେଶ୍ୱର ଠାରେ ଭିଡିଓ କଂଫେରେନ୍ସି ଜରିଆରେ ରଖାଯିବକୁ କୋର୍ଟରେ ପ୍ରାର୍ଥନା କରିବେ ବୋଲି କହିଛନ୍ତି ପ୍ରଦୀପଙ୍କ ଓକିଲ ।