ସୂଚନା ଯୋଗ୍ୟ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ଲୋକାୟୁକ୍ତଙ୍କ ପାଖକୁ ଯାଇଛି। ଲୋକାୟୁକ୍ତ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ମାମଲା। ପ୍ରଥମ ଦୁର୍ନୀତି ଅଭିଯୋଗକୁ ରାଜ୍ୟ ସରକାର ଲୋକାୟୁକ୍ତକୁ ପଠାଇଛନ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ଵର: ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ। ଭୁବନେଶ୍ୱର ଏଡିଜେ-3 ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ପୂର୍ବାହ୍ନରେ ଜାମିନ ଆବେଦନର ଶୁଣାଣି ସାରି ଭୁବନେଶ୍ୱର ଏଡିଜେ-3 କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପ୍ରଦୀପଙ୍କୁ ଜାମିନ ନ ଦେବାକୁ କ୍ରାଇମ୍ବ୍ରାଞ୍ଚ ଓକିଲ ମତ ରଖିଥିଲେ।
Download Argus News App
