ପ୍ରମୋଦ କଂଗ୍ରେସ ସମର୍ଥିତ ଗୋପର ପୂର୍ବତନ ସରପଞ୍ଚ । କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ବିକାଶମୁଖୀ ଯୋଜନାରେ ଅନୁପ୍ରାଣୀତ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ଗୋପ ଅଞ୍ଚଳରେ ବିଜେପିର ସଙ୍ଗଠନ କିଭଳି ମଜବୂତ ହେବ ସେ ଦିଗରେ କାମ କରିବେ ବୋଲି ପ୍ରମୋଦ କହିଛନ୍ତି ।
ଓଡ଼ିଶା ରାଜନୀତି ଖବର ଆହୁରି ପଢନ୍ତୁ
ବିଜେପି ରାଜ୍ୟ ସଭାପତି ଏବଂ ତୁଙ୍ଗ ନେତାଙ୍କ ଉପସ୍ଥିତରେ ଯୋଗ ଦେଇଛନ୍ତି ପ୍ରମୋଦ ରାୟ

ଅର୍ଗସ ବ୍ୟୁରୋ : ବିଜେପିରେ ମିଶିଲେ ପ୍ରମୋଦ ରାୟ। ହାତ ଛାଡ଼ି ପଦ୍ମ ଧରିଲେ ପ୍ରମୋଦ ରାୟ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପିର ତୁଙ୍ଗ ନେତାଙ୍କ ଉପସ୍ଥିତରେ ପ୍ରମୋଦ ବିଜେପିରେ ଯୋଗ ଦେଇଛନ୍ତି ।
Download Argus News App
