ଦୁର୍ଘଟଣାରେ ମନ୍ତ୍ରୀଙ୍କ ସହ ଡ୍ରାଇଭର, ତାଙ୍କ ପିଏ, ପିଏସଓ ପ୍ରମୁଖ ଆହତ ହୋଇଛନ୍ତି । ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି ।
ସୂଚନାଯୋଗ୍ୟ, ପାଇଲଟ ଗାଡି ନ ଥିବା ବେଳେ କେସିପୁର ପଂଚାୟତ ବଢ଼େଇପଲା ଗାଁକୁ ଜଣେ ପରିବାରକୁ କେନ୍ଦ୍ରମନ୍ତ୍ରୀ ସହାୟତା ଦେବାପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ପରେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଁଚି ଟ୍ରାକ୍ଟର ଡ୍ରାଇଭର ଓ ଗାଡିକୁ ଅଟକ ରଖିଛି ।