ଘଟଣାଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ରାମଗଡ଼ରେ । 60 ପରିବାର ରହୁଥିବା ଏହି ଗାଁ ଟି ପାହାଡ ଉପରେ ରହିଛି । କେଉଁ ପୁରାତନ କାଳରୁ ରହି ଆସିଥିବା ଏହି ଗାଁ ଟି ପାଇଁ ଆଜି ଯାଏଁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ । କେବଳ ପ୍ରତିଶ୍ରୁତିର ପାହାଡ ଛଡ଼ା ଆଉ କିଛି ନାହିଁ ।
60 ପରିବାର ରହୁଥିବା ଏହି ପାହାଡିଆ ଗାଁକୁ ନାହିଁ ରାସ୍ତା
Download Argus News App
