ଚଳିତ ଥର ବଲିଉଡର କଣ୍ଠ ଶିଳ୍ପୀ ତଥା ସିନେ ତାରକା ମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଥିବାବେଳେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ଆସନ୍ତା ୮ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ଯାଜପୁର ମହୋତ୍ସବ ୨୦୨୩ । ଯେଉଁଥିପାଇଁ ଏବେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ଯାହା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ କରାଯାଉଛି ।
ଚଳିତ ଥର ବଲିଉଡର କଣ୍ଠ ଶିଳ୍ପୀ ତଥା ସିନେ ତାରକା ମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଥିବାବେଳେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ