କଂଗ୍ରେସର ଭାକ୍ସିନି ପଲିଟିକ୍ସ
ପୁରୀ: ପିପିଲି ଉପନିର୍ବାଚନ ପାଇଁ ସାମ୍ୱାଦିକ ସମ୍ମିଳନୀ । 10 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀପତ୍ର କାଏମ । 3 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ । ଆବଶ୍ୟକ ମୁତାବକ ଭିବିପାଟର ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତା ଏପ୍ରିଲ 17ରେ ନିର୍ବାଚନ ହେବାକୁ ଥିବାବେଳେ କୋଭିଡ ଗାଇଡଲାଇନ ଅନୁସାରେ ନିର୍ବାଚନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।