ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆମରଣ ଅନଶନ
ବନ୍ଧା ହେଲେ ରସିକିଆ ଅଧ୍ୟାପକ
ନବରଙ୍ଗପୁର : ବନ୍ଧା ହେଲେ ରସିକିଆ ଅଧ୍ୟାପକ। ଛାତ୍ରୀଙ୍କୁ ଖରାପ ବ୍ୟବହାର କରିବା ପଡିଲା ମହଙ୍ଗା। ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କକୁ କଳୁଷିତ କରିଥିବା ଅଧ୍ୟାପକଙ୍କୁ ଆଜି କୋର୍ଟ ଚାଲାଣ କରିଛି ନବରଙ୍ଗପୁର ଟାଉନ ଥାନା ପୋଲିସ। ନବରଙ୍ଗପୁର ସହର ଉପକଣ୍ଠ ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଏହି ଘଟଣ ଘଟିଛି। କେମେଷ୍ଟ୍ରି ଅଧ୍ୟାପକ ଅମର କୁମାର ନାଥ ଅନେକ ସମୟରେ ଝିଅ ମାନଙ୍କୁ ଲାବ୍ରୋଟାରୀକୁ ଡକେଇ ଅଶ୍ଳୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
କୃଷକ ବଜାର ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ : କୃଷକ ବଜାରକୁ ଲାଗି ରହିଥିବା ପାଣି ଟାଙ୍କି ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମହିଳା ଜଣଙ୍କ ବୟସ ପାଖାପାଖି ୩୦ ବର୍ଷ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇନଥିବା ଜଣା ପଡ଼ିଛି । ବଡ଼ କଥା ହେଉଛି କି ୮୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରୁ ଏକ ଲେଡିଜ୍ ଚପଲ, ଭ୍ୟାନିଟି ବ୍ୟାଗ, ବିଷ ବୋତ
Download Argus News App
