ଅଧିକ ପଢନ୍ତୁ: ଜମି ପଟ୍ଟା ନଥିବାରୁ ଭୂମିହୀନ ପରିବାର ଆବାସରୁ ବଞ୍ଚିତ
ଜମିବାଡ଼ି ସବୁ ସମୁଦ୍ରରେ ଲୀନ ହୋଇଯାଇଥିଲା । ସେହିଦିନ ଠାରୁ ଏହି ଭୂମିହୀନ ପରିବାର ଙ୍କ ଦୁଃଖ ସରୁନି । ବାରମ୍ବାର ସ୍ଥାନୀୟ ବିଧାୟକ ଧୂର୍ଵ ଚରଣ ସାହୁଙ୍କ ସମେତ ବାରମ୍ବାର ଜିଲ୍ଲାପାଳଙ୍କୁ ଅବଗତ କରାଇ ଥିଲେ ମଧ୍ୟ୍ୟ କୌଣସି ସୁଫକ ମିଳୁନଥିବା ଅଭିଯୋଗ କରିଛନ୍ତି ଓକିଲପାଳ ଗ୍ରାମବାସୀ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ