ନିଜେ କତ୍ତୃପକ୍ଷ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣି ଆଜି ବିଜେପି ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସିକା ଏନଏସି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହା ସହିତ ଫାଟକ ଆଗରେ ଧାରଣା ଦେଇ ପ୍ରତିବାଦ ପ୍ରଦର୍ଶନ କରାଯାଇଛି l
ଆସିକା ଏନଏସି କର୍ତୃପକ୍ଷଙ୍କ ମନମ୍ମୁଖୀ କାର୍ଯ୍ୟକୁ ବିରୋଧ

ଅର୍ଗସ ବ୍ୟୁରୋ : ଆସିକା ଏନଏସି କର୍ତୃପକ୍ଷଙ୍କ ମନମ୍ମୁଖୀ କାର୍ଯ୍ୟ ବିରୋଧ। ଗଞ୍ଜାମ ଆସିକାରେ ବିଜେପିର ପ୍ରତିବାଦ ଓ ଧାରଣା । ସରକାରଙ୍କ ବିଭନ୍ନ ଯୋଜନା ବିନା ଟେଣ୍ଡରରେ କାର୍ଯ୍ୟ କାରୀ ହେବା ତଥା, ପ୍ରତ୍ୟେକ ମାସର ଆୟ ବ୍ୟୟର ସଠିକ ତଥ୍ୟ କାଉଁସିଲରଙ୍କୁ ଅବଗତ କରାଉ ନାହାନ୍ତି କତୃପକ୍ଷ ।
Download Argus News App
