ଗତ କିଛି ଦିନ ହେବ ରାଜକନିକା ପଶ୍ଚିମ କନିକାରେ ଏକର ଏକର ବେଆଇନ ଚିଙ୍ଗୁଡ଼ି ଘେରି ଗଢି ଉଠୁଥିବା ବେଳେ ଚାଷ ହରାଇଛନ୍ତି ତିନି ହଜାରରୁ ଉର୍ଦ୍ଧ ଚାଷୀ। ବେଆଇନ ଚିଙ୍ଗୁଡ଼ି ଘେରିରୁ ନିର୍ଗତ ରାସାୟନିକ ଜଳରେ ଏକର ଏକର ଫସଲ ଜଳି ଯାଇଥିବା ବେଳେ ବୁଲା ଗାଈଗୋରୁ ସେହି ପାଣି ପି ମୃତୁ ବରଣ କରୁଥିବା ଦେଖିବାକୁ ମିଳିଛି l ଯାହାର ପ୍ରତିବାଦରେ ଅନେକ ଥର ଅଞ୍ଚଳର ଚାଷୀକୁଳ ସ୍ଥାନୀୟ ପ୍ରଶାସନକୁ ହରି ଗୁହାରି କରି ବିଫଳ ହେବାପରେ ଆଜି ଆମରଣ ଅନସନରେ ବସିଛନ୍ତି l
ଅଧିକ ପଢନ୍ତୁ ଓଡ଼ିଶା ଖବର