ଫଳରେ ଆଜି ପଞ୍ଚାନନ କବାଟ ୯ଟି ଛେଳି ଓ ୫ଟି ଗୋରୁଗାଇ ଧରି ବଲାଙ୍ଗିର ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିଲେ। ଏପରିକି ପଞ୍ଚାନନ କବାଟ ଜିଲ୍ଲାପାଳ ଅଫିସ ଆଗରେ ଖିର ଦୁହି ଗରୀବ ଲୋକଙ୍କୁ ବାଣ୍ଟିଛନ୍ତି। ସରପଞ୍ଚଙ୍କ ନିର୍ଦ୍ଦେଶରେ SHG ଗୃପର ମହିଳାମାନଙ୍କ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଉଛି। ଜିଲ୍ଲାପାଳ ଅଫିସ ଆଗରେ ଗାଇଗୋରୁ ବାନ୍ଧି ଗୋପାଳନ ଚାଷୀ ପଞ୍ଚାନନ କବାଟଙ୍କ ପ୍ରତିବାଦ ଆଜି ବଲାଙ୍ଗିରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର