ପଦ୍ମପୁର ଡିଏଫଓଙ୍କ ନାମରେ ମଧ୍ୟ ଆସିଲା ସଙ୍ଗୀନ ଅଭିଯୋଗ। ବିଜେଡିକୁ ସମର୍ଥନ ନ କରିବାରୁ ଡିଏଫଓ ଦୁଇ ଜଣ ସିଜିନାଲ ଷ୍ଟାଫଙ୍କୁ ଚାକିରିରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି।
କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ
ଅର୍ଗସ ବ୍ୟୁରୋ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ତରଫରୁ କେନ୍ଦୁପତ୍ର ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି। ପଦ୍ମପୁର କେନ୍ଦୁପତ୍ର ଡିଭିଜନର ତୋଳାଳି, ବନ୍ଧାଲି, ଗୁଚ୍ଛା କଟାଲି, ସିଜନାଲ ଷ୍ଟାଫ ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଚାଲିଛି।
Download Argus News App
