ଅଧିକ ପଢନ୍ତୁ :ମା’ ଲକ୍ଷ୍ମୀଙ୍କ ପାଖରେ ଲାଗିବ ବିଶାଳକାୟ ଧାନ କେଣ୍ଡା
ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଖସାପଡା ନୀତି ଶ୍ରୀଜିୟୁମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନି ଥର ଏହି ନୀତି ସମ୍ପାଦନ ହୋଇଥାଏ ।