ଦିନ ଥିଲା ଭଗବାନ ଭଲ ରୋଜଗାର କରୁଥିଲେ, ହସଖୁସିରେ ତାଙ୍କ ପରିବାର ଚଳୁଥିଲା । ହେଲେ ଏବେ ଶଯ୍ୟାଶାୟୀ ହେବା ପରେ ତାଙ୍କ ଘର ଚଳାଇବା ମୁସ୍କିଲ ହୋଇ ପଡୁଛି ପତ୍ନୀଙ୍କ ପକ୍ଷେ । ସେପଟେ ପରିଣତ ବୟସରେ ବାପା ଭ୍ରମର ରାଉତ ବି ହାର୍ଟ ରୋଗୀ। ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଭଗବାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି ଗ୍ରାମବାସୀ । ତେବେ
ଯଦି କେହି ସହୃଦୟ ବ୍ୟକ୍ତି ଭଗବାନଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିବେ, ତାହେଲେ ଦିଆଯାଇଥିବା ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇପାରିବେ...
SORABHA BRANCH CANARA BANK BANK, PURI
ନାମ- NETA ROUT
ଆକାଉଣ୍ଟ ନଂ- 4783101002811
IFSC- CNRB0004783
MOB- 9668253138