ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପିତ
ଓଡ଼ିଶାର ବରପୁତ୍ରଙ୍କୁ ଅସମ୍ମାନ, ପୂଜ୍ୟପୂଜା ସଂସଦ ପକ୍ଷରୁ ବିକ୍ଷୋଭ

ପୁରୀ: ପୁଣି ଓଡ଼ିଶାର ବରପୁତ୍ରଙ୍କୁ ଅସମ୍ମାନ । କବିତାଟି ଉକ୍ତଳମଣି ଗୋପବନ୍ଧୁ ଦାସଙ୍କ ହୋଇଥିବାବେଳେ ଭୁଲ୍ ବଶତଃ ରାଜ୍ୟ ସରକାରଙ୍କ ଦ୍ଵାରା ତିଆରି ହୋଇଥିବା ଡାଏରୀରେ କବିବର ରାଧାନାଥ ରାୟଙ୍କ ନାମ ଲେଖାଯାଇଛି । ଯାହାକୁ ବିରୋଧ କରି ପୁରୀ ସହରରେ ପୂଜ୍ୟପୂଜା ସଂସଦ ତରଫରୁ ଗୋପବନ୍ଧୁଙ୍କ ମୂର୍ତ୍ତି ତଳେ ବିକ୍ଷୋଭ କରାଯାଇଛି ।

ପୂଜ୍ୟପୂଜା ସଂସଦର ସଭାପତି କୃଷ୍ଣଚନ୍ଦ୍ର ଜଗଦେବ ଦାବି କରିଛନ୍ତି ଯେ, ତୁରନ୍ତ ରାଜ୍ୟ ସରକାର ଏହି ତ୍ରୁଟିକୁ ସୁଧାରିବା ସହ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ । ନଚେତ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
