ଆସନ୍ତାକାଲି ଠାରୁ ସହର ଏବଂ ଗ୍ରାମାଞ୍ଚଳରେ ବିଧିବଦ୍ଧ ଭାବରେ ପାଟ୍ରୋଲିଂକୁ କଡାକଡି କରାଯିବ । ଏଥିରେ ଜନସାଧାରଣଙ୍କ ସମେତ ଦୋକାନୀ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ରାତି 9 ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନିୟମକୁ ଅନୁପାଳନ କରିବା ପାଇଁ ତାଗିଦ କରାଯିବ । ତା ସହିତ ଗ୍ରାହକ ମାନଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୁରତା ମାନିବା ଉପରେ ମଧ୍ୟ ସଚେତନ କରାଯିବ।
ପୁରୀ ପୋଲିସ୍ ଆରମ୍ଭ କଲା ନାଇଟ ପାଟ୍ରୋଲିଂ

ପୁରୀ: କୋଭିଡ ସଚେତନତା ନେଇ ପୁରୀ ପୋଲିସ୍ ଆରମ୍ଭ କଲା ନାଇଟ ପାଟ୍ରୋଲିଂ। ବଡଦାଣ୍ଡର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଆରମ୍ଭ କରାଯାଇଛି । ସିଟି ଡିଏସପିଙ୍କ ନେତୃତ୍ବରେ ପ୍ରାୟ ତିରିଶରୁ ଉର୍ଦ୍ଧ୍ଵ ପିସିଆର ଓ ସାତରୁ ଉର୍ଦ୍ଧ୍ବ ଥାନାଧିକାରୀ ଏହି ପାଟ୍ରୋଲିଂରେ ସାମିଲ ହୋଇଛନ୍ତି।
ପଙ୍କରେ ପଇଚି ହାତ...

ଅର୍ଗସ ବ୍ୟୁରୋ: କଟକର ନାଳି ଆଉ ଗଳି କେତେବେଳୋ କାହାକୁ କ’ଣ ଦେଇଦେବ ଆଉ କେତେବେଳେ କାହାଠୁ କ’ଣ ନେଇଯିବ କିଏ ଜାଣିଛି। ତଥାପି ଏ ନାଳି ରୌପ୍ୟ ନଗରୀର ସଂସ୍କୃତି ଆଉ ରାଜନୀତି ସହ ଜଡିତ। ପ୍ରତିବର୍ଷ ଏ ହିଁ ପାଲଟେ ରାଜନୈତିକ କ୍ଷମତା କେନ୍ଦ୍ରର ପଶାପାଲି। ନାଳ ସମସ୍ୟା, ଡ୍ରେନ ସଫେଇ କାର୍ଯ୍ୟକୁ ନେଇ ସନ୍ତୁଳୀ ହେଉଥିବା ଆମ କଟକ ସହରର ଏବେ ଚର୍ଚ୍ଚା ଭିନ୍
Download Argus News App
