ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବାରମ୍ବାର ଅଗ୍ନିକାଣ୍ଡ ହେଉଥିବା ଯୋଗୁଁ ପୁରୀ ପ୍ରଶାସନ ଏବଂ ବନ ବିଭାଗକୁ ତୁରନ୍ତ ଦୁର୍ବୁତ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ପୁରୀ ତାଳବଣିଆ ଜଙ୍ଗଲରେ ପୁର୍ନବାର ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ : ପୁରୀ ତାଳବଣିଆ ଜଙ୍ଗଲରେ ପୁର୍ନବାର ଅଗ୍ନିକାଣ୍ଡ। ଅଞ୍ଚଳ ବର୍ତ୍ତମାନ ଅସାମାଜିକ କାର୍ଯ୍ୟକଳାପର ପେଣ୍ଠସ୍ଥଳୀ ପାଲଟିଛି। କ୍ରମାଗତ ତୃତୀୟ ଥର ପାଇଁ ଏହି ଜଙ୍ଗଲରେ ନିଆଁ ଲାଗିଛି। ଉମିଦ୍ ଫାଉଣ୍ଡେସନ ଓ ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
Download Argus News App
