ତେବେ ଛାତ୍ରଙ୍କ ଅଭିଯୋଗ ଆଧାରରେ ଗତକାଲି ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଭିସୁଟ ଦାୟିତ୍ୱରେ ଥିବା କୁଳପତି ପ୍ରଫେସର ବି. ବି ପତି ଏହି ସୂଚନା ଦେଇଛନ୍ତି । ତଦନ୍ତ ପରେ କିଏ କାହାକୁ ରାଗିଂ କରିଛି ଜଣାପଡିବ ବୋଲି କହିଛନ୍ତି ।
ଭିସୁଟ ପରେ ଭୀମସାରରେ ରାଗିଂ, ଜୁନିୟର ଛାତ୍ରଙ୍କୁ ସିନିଆର ଛାତ୍ରଙ୍କ ରାଗିଂ ଅଭିଯୋଗ
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
