ସୂଚନା ମୁତାବକ, ଅସାମାଜିକ ଯୁବକ ଏଥିରେ ସଂପୃକ୍ତି ରହିଛି । ବର୍ତ୍ତମାନ ସୁଦ୍ଧା ଜବତ ଗାଡ଼ି ଓ ମେସିନକୁ ଦର୍ପଣ ତହସିଲ, ପୋଲିସ ସାହାଯ୍ୟର ନିଜ ହେପାଜତକୁ ନେଇଛନ୍ତି । ଘଟଣାସ୍ଥଳରେ ଦର୍ପଣ ତହସିଲଦାର ଶୁଭ ଦର୍ଶନ ମିଶ୍ର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ଏବଂ ବଡ଼ଚଣା ଥାନା କର୍ମଚାରୀ ଉପସ୍ଥିତ ଥିଲେ ।
ବେଆଇନ ମାଟି ଖନନ ବେଳେ ତହସିଲ ଓ ବଡ଼ଚଣା ପୋଲିସର ମିଳିତ ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଓ ବଡ଼ଚଣା ପୋଲିସର ମିଳିତ ଚଢ଼ାଉ । ବେଆଇନ ମାଟି ଖନନ ଓ ବିକ୍ରୀ ଉପରେ ଦର୍ପଣ ତହସିଲ ଚଢ଼ାଉ କରିଛି । ପୁରୁଷୋତ୍ତମପୁରରେ ଏଭଳି ବେଆଇନ କାରବାର ଯୋଗୁଁ ଚଢାଉ କରାଯାଇ ଏକ ହିଟାଚି ମେସିନ ଜବତ କରାଯାଇଛି ।
Download Argus News App
