ଅଧିକ ପଢ଼ନ୍ତୁ:ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼
ଯାହା ଦ୍ୱାରା ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଭାବରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି।
ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲାରେ ପଶ୍ଚିମାଝଡ଼ ପ୍ରଭାବ। ଲାଇକେରା ଅଞ୍ଚଳରେ ଝିପିଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆକାଶରେ ମେଘୁଆ ପାଗ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜିଲ୍ଲାରେ ଗତ ଦୁଇ ଦିନ ହେଲା ଆକାଶରେ ହାଲୁକା ମେଘୁଆ ପାଗ ରହିଥିବା ବେଳେ ଆଜି ଜିଲ୍ଲାର ଲଇକେରା ଅଞ୍ଚଳରେ ସମ୍ପୁର୍ଣ୍ଣ ମେଘୁଆ ପାଗ ରହିବା ସାଙ୍ଗକୁ ଲଇକେରା ଓ କିର୍ମିରା ବ୍ଲକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ:ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼
ଯାହା ଦ୍ୱାରା ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଭାବରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି।