ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା କାଲି ଦୀପାବଳିରେ ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଉତ୍ତର-ଉପକୂଳରେ ବର୍ଷାର ସାମାନ୍ୟ ଅଧିକ ପ୍ରଭାବ ରହିବ। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ଏବଂ ଧାମରା ବନ୍ଦର ପାଇଁ ୩ନଂ ବିପଦ ସଙ୍କେତ ଜାରି କରାଯାଇଛି।
ପାଣିପାଗ ଖବର ଆହୁରି ପଢ଼ନ୍ତୁ ।
ଆଜି ରାତିରୁ ଉପକୂଳରେ ବର୍ଷା

ଅର୍ଗସ ବ୍ୟୁରୋ: ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା ସି-ତ୍ରାଙ୍ଗ। ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତିକରିବା ସହ ଆସନ୍ତା କାଲି ଏକ ଭୀଷଣବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
Download Argus News App
