ପ୍ରଭୁ ଶ୍ରୀରାମଙ୍କର ରୀତିନୀତି ଅନୁଯାୟୀ ସକାଳୁ ଗୁରୁ ପୂଜନ,ସୂର୍ଯ୍ୟ ପୂଜନ,ଧରିତ୍ରୀ ପୂଜନ,ପ୍ରଭୁ ଶ୍ରୀରାମଙ୍କର ମୃଣୟ ମୃତ୍ତି ପ୍ରତିଷ୍ଠା କରିବା ସହ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ପବିତ୍ର ଅଶୋକଷ୍ଟମୀ ଉପଲକ୍ଷେ ମାଙ୍କର ଚଣ୍ଡୀ ପାଠ ହୋମ ଯଜ୍ଞ, 108 ହନୁମାନ ପାଠ କରାଯିବ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ
ଚାଲିଛି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା

ଭଦ୍ରକ: ରାମନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ଐତିହାସିକ ଶ୍ରୀରାମ ନବମୀ ଉତ୍ସବ ପାଇଁ ଗତକାଲି ଠାରୁ କଳସ ସ୍ଥାପନା ପରେ ସ୍ଥାନୀୟ ଗାନ୍ଧୀପଡିଆ ଠାରେ ଚାଲିଛି ପୂଜା ଅର୍ଚନା। ସଂସ୍କୃତି, ପରମ୍ପରା ଅନୁଯାୟୀ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମୃଣ୍ମୟୀ ମୃତ୍ତି ସ୍ଥାପନା କରାଯାଇ ପୂଜା ଅର୍ଚ୍ଚନା କରାଯାଉଛି।
Download Argus News App
