କୋଭିଡ ସମୟ ପରେ ଭକ୍ତ ଠିକ ଭାବେ ଠାକୁରଙ୍କ ଦର୍ଶନ କରିଥିଲେ।ଲୋକଙ୍କ ମନରେ ଉତ୍ସାହ ସହ ମନ୍ଦିରର ପରିବେଶ ମଧ୍ୟ ବେଶ ଆଧ୍ୟାତ୍ମିକ ହୋଇଥିଲା। ଠାକୁରଙ୍କ ଦର୍ଶନ କରି ଭକ୍ତ ଭାବ ବିହ୍ଵଲ ହୋଇଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ୟୁନିଟ ୧ ସ୍ଥିତ ରାମ ମନ୍ଦିରରେ ଧୁମଧାମରେ ପାଳନ ହୋଇଯାଇଛି ରାମ ନବମୀ। ରାମ ନବମୀ ପୂର୍ବ ୮ ଦିନରୁ ରାମଚରିତ ମାନସ ଚାଲିଥିଲା। ରାଜ୍ୟର ହଜାର ହଜାର ସାଧୁ, ସଂଥ ମାନେ ଏକତ୍ରିତ ହୋଇ ରାମ ଚରିତ ମାନସ ପାଠ କରିଥିଲେ। ରାମ ନବମୀ ପାଇଁ ଲୋକଙ୍କ ଭିଡ଼ ମଧ୍ୟ ବହୁତ ଦେଖିବାକୁ ମିଳିଛି ମନ୍ଦିରରେ। ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣଙ୍କ ଦର୍ଶନ ସହିତ ଭକ୍ତ ୧୦୮ ହନୁମାନ ବିଗ୍ରହଙ୍କ ଦର୍ଶନ ମଧ୍ୟ କରିଥିଲେ।
କୋଭିଡ ସମୟ ପରେ ଭକ୍ତ ଠିକ ଭାବେ ଠାକୁରଙ୍କ ଦର୍ଶନ କରିଥିଲେ।ଲୋକଙ୍କ ମନରେ ଉତ୍ସାହ ସହ ମନ୍ଦିରର ପରିବେଶ ମଧ୍ୟ ବେଶ ଆଧ୍ୟାତ୍ମିକ ହୋଇଥିଲା। ଠାକୁରଙ୍କ ଦର୍ଶନ କରି ଭକ୍ତ ଭାବ ବିହ୍ଵଲ ହୋଇଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର