ରାଣୀଙ୍କ ଆଖୁର ଲୁହ ବୋଲ ମାନୁନି। ଗଙ୍ଗା ଯମୁନା ଏକାଠି ହୋଇଛି ତାଙ୍କ ଲୁହରେ। କିନ୍ତୁ ପୂର୍ବରୁ ରୁବାବ ଝାଡୁଥିବା ରାନୀପଣ୍ଡା ଏହି ଭିଡିଓରେ ଏକଦମ୍ ଦୁର୍ବଳ ମନେ ହେଉଛନ୍ତି। ଅନେକ ଗଣମାଧ୍ୟମର କଟାକ୍ଷ, ସୋଶିଆଲ ମିଡିଆରେ ବୁଲୁଥିବା ତାଙ୍କ ଦୁର୍ଘଟଣାବେଳର ଫଟୋ ଏବେ ତାଙ୍କୁ ଭାରି ବାଧୁଛି।
ରାନୀ କହୁଛନ୍ତି ଦୁର୍ଘଟଣା ପରେ ସେ ପ୍ରଥମେ କିଛି ଜାଣିପାରିଲେନି। ପରେ ବହାରକୁ ଯାଇ ସମସ୍ତଙ୍କୁ ଫୋନ କରି ଜଣ ଜଣଙ୍କୁ ଡାକିବାକୁ ଚଷ୍ଟା କଲେ। ପ୍ରଥମେ ପ୍ରଥମେ କୌଣସି କଷ୍ଟ ଜାଣିପାରି ନ ଥିବା ରାନୀ ପରେ ଅସୁସ୍ଥ ହୋଇଥିଲେ ଓ ଡାକ୍ତରଖାନା ଯାଇଥିଲେ। ତେବେ ଶୁଣନ୍ତୁ, ରାଣୀ ସମ୍ପୁର୍ଣ୍ଣ ଭିଡିଓରେ କ’ଣ କହିବାକୁ ଚାହାନ୍ତି।