ଖଜୁରୀପଡ଼ା ଥାନା ଅଞ୍ଚଳର ଯୁବତୀ ଜଣଙ୍କ କିଛିଦିନ ହେବ ଘର ଛାଡି ଫୁଲବାଣୀରେ ରହୁଥିଲେ । ସୁମନ୍ତ ବେହେରା ନାମକ ଜଣେ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ହେଲେ ପରେ ବିବାହ ପାଇଁ କହିବାରୁ ସୁମନ୍ତ ଫେରାର ହୋଇଯାଇଛି।ସୁମନ୍ତର ଅନ୍ୟ ସହଯୋଗୀ ମାନେ ବିଭିନ୍ନ ନମ୍ବରରୁ ପୀଡିତାଙ୍କୁ କଲ କରି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି।
ଅପରାଧ ଖବର ଆହୁରି ପଢନ୍ତୁ